କେଉଁ କାଳରୁ ଆସିଛି ରହି ସେ ଦୁଇ ଧାଡ଼ିର କଥନକପାଳ ଲିଖନ କେ କରିବ ଆନଯେତେ ଆଶା କଲେ କଣ ହେବଖଟା ହୋଇଯାଏ ଆଶାବାଦୀର ମନ। କାହା ଆଶା କଣ ଆଶାବାଦୀକୁ ହିଁ ଜଣାକେଉଁଠି ପ୍ରେମର ଜୟଗାନ ତକେଉଁଠି ପ୍ରେମର ପ୍ରତାରଣା। ତୁମର ମନ ଅଛି ତୁମର ଆଶାଟେ ଥିବମୋର ମନ ଅଛି ମୋର ବି ଆଶାଟେ ଥିବହେଲେ କାହା ଆଶା କଣ ଅନ୍ୟ ଜଣେ କେମିତି ବୁଝିବ। ମନେ ମୋର ଯେଉଁContinue reading “ଏଇଟା ବୋଧେ ଭାଗ୍ୟ”