ମାଆ କୋଳ ହିଁ ତ ସରଗ ଅଟଇ ଛୁଆ ପାଇଁ,ମାଆର ଅମୂଲ୍ୟ ସ୍ନେହ ତ କୋଟି ଟଙ୍କା ବଦଳେ ମିଳଇ ନାହିଁ | ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ ସେ ହିଁ ତ ଅଟଇ ମାଆସନ୍ତାନ ଲାଗି ତା’ ପଣତ କାନି ସଦା ସର୍ବଦା ହୁଅଇ ସାହା | ବଡ଼ ହେଲେ ଯେତେ ହେଉ ପଛେ ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,ମାଆ ଅଟଇ ପରା ସ୍ନେହର ଭଣ୍ଡାର ତାହାରି ଜୀବନ ତ ଛୁଆରContinue reading “ହେ ମାଆ”