ଏକ ନଭ ତଳେ ହୃଦୟ ଧାରୀ ଆମେ ସହୃଦୟେ ଜୀବନ ବିତେଇବା,ଭିନ୍ନ ମା ଗର୍ଭୁ ହେଲେହେଁ ଜାତ ସର୍ବତ୍ର ଭ୍ରାତୃତ୍ଵ ଜ୍ୟୋତି ଜଳେଇବା ।ଏଇ ଧରା ହିଁ ତ ମାଆ ଆମେ ସଭିଏଁ ତାରି ଛୁଆପ୍ରତି ହୃଦ୍ ସ୍ପନ୍ଦନେ ଲାଗିଥାଉ ସଦା ଭ୍ରାତୃତ୍ଵ ଭାବର ନିଆଁ ।ଲାଭ କ୍ଷତିର ହିସାବ ତ ଖାଲି ଚାଲିଅଛି ଏଇଠିସେବା ମନୋଭାବ ପରୋପକାର କୁହ ଦେଖିବାକୁ ମିଳୁଛି କେଉଁଠି ।ଗର୍ବ ଅହଙ୍କାର ପୁଣି ହିଂସା ସର୍ବତ୍ର ଲୋଭContinue reading “ଭ୍ରାତୃତ୍ବ ଭାବନା”