ସତରେ କ’ଣ ଏ ସ୍ଵାଧୀନ ଭାରତ

ସତରେ କ’ଣ ଏ ସ୍ଵାଧୀନ ଭାରତ                ବ୍ରିଟିଶ୍ ମୋ ଭୂମି ଛାଡ଼ିଲା               ସତସ୍ତରି ବର୍ଷ ଯେ ବିତିଲା        ସ୍ବାଧୀନତାର ସ୍ଵାଦ କିଏ ଚାଖିଚି କୁହତ       ସତରେ କ’ଣ ଏ ସ୍ଵାଧୀନ ଭାରତ   ।କଣ ସ୍ଵାଧୀନତା ଏକ ଅଭିନୟ ମାତ୍ର                ଯେଉଁଠି ମିଳିବନି ଉଚିତ୍ ନ୍ୟାୟ                 ସବୁଠି ବିଦ୍ୟମାନ ଦୁର୍ନୀତି ପ୍ରାୟ       କଣ ଇଏ ଗାନ୍ଧୀଙ୍କ ରାମରାଜ୍ୟ ଭାରତ          ସତରେ କ’ଣ ଏ ସ୍ବାଧୀନ ଭାରତ   । କୁହ କେତେଦିନ ଆଉ ଏ ଦେଶ ଦେଖିବ                  ନିରୀହContinue reading “ସତରେ କ’ଣ ଏ ସ୍ଵାଧୀନ ଭାରତ”

ଶିଖାଇଲା କରୋନା

ଏଇ ତ ମହାମାରୀ କରୋନା      ଯା’ଠୁ କେତେ ଶିକ୍ଷା ଶିଖୁଛି ଏ ଦୁନିଆଭାରତ ଜାପାନ୍ ନା କେନିଆ       ଆଉ ମଧ୍ୟ ଶିଖୁଛି ତା ବାପା ଚାଇନା   ା ଆଧୁନିକ ଯୁଗର ମଣିଷ                    ଏତେ ଯେ ବ୍ୟସ୍ତ ବିବ୍ରତନିଜ ଚେହେରା ଟିକେ ଦେଖିବାକୁ                ଆଇନା  ବି  ଧରିପାରୁନି ତ     ା କରୋନା ଆସିଲା କରୋନା  ଆସିଲା           ଗୋଡ଼  ହାତ ମୁଁହ ଧୋଇବା  ଶିଖାଇଲାଅତର  ପାଉଡର୍  ଧରିବା  ଛାଡ଼ି     ପକେଟେ ସାନିଟାଇଜର୍  ଧରିବା  ମଣିଷ ଶିଖିଲା    ା କି ସ୍ଟାଇଲି Continue reading “ଶିଖାଇଲା କରୋନା”

Design a site like this with WordPress.com
Get started