ବନ୍ଧୁ ଶବ୍ଦଟିଏ ଏତ ବିଶ୍ଵାସରବନ୍ଧୁ ଶବ୍ଦଟିଏ ଏତ ଶୁଦ୍ଧ ସଂପର୍କରସ୍ୱାର୍ଥପର ପ୍ରେମଠୁ ବଳିକି ପବିତ୍ର ବନ୍ଧୁତ୍ବଯା’ ପାଖେ ଅଛି ପ୍ରକୃତ ଧନୀ ସିଏତବନ୍ଧୁ ସେତ ଶବ୍ଦଟିଏ ଆଶା ଓ ଭରସାର l ଜନ୍ମ ସିନା ନିର୍ଣ୍ଣୟ କରିନିଏବାପା କିଏ ମାଆ କିଏ ପୁଣି ଭାଇ କିଏଜୀବନେ ବନ୍ଧୁ ହୋଇଯାଏ କିଏ ଜଣେ ଅଜଣାଦେବାକୁ ପଡେନି ଲାଞ୍ଚର ଖଜଣାଯିଏ ଭାବରେ ଭାବରେ ବନ୍ଧା ହୁଏହଁ ସେ ହିଁ ତ ବହୁମୂଲ୍ୟ ବନ୍ଧୁଟିଏ l ଏ ଦୁନିଆ ଜାଣିଛିକୃଷ୍ଣ ସୁଦାମାଙ୍କContinue reading “ବନ୍ଧୁ ଓ ବନ୍ଧୁତ୍ୱ (ଦୟାନିଧି ବଗର୍ତ୍ତୀ)”
Tag Archives: ବନ୍ଧୁ
ହେ ବନ୍ଧୁ
ମନେପଡେ ଆଜିବି ସେ ଦିନ ବନ୍ଧୁ ମେଳରେ ଆକାଶେ ଉଡୁଥିଲା ମନକେତେ ଖୁସି ଗପ କେତେ ଥଟ୍ଟା ମଜା ଅସମ୍ଭବ କଥାକୁ ବି ଭାବି ଦେଖୁଥିଲେ ଦିବାସ୍ୱପ୍ନ ା କେତେବେଳେ ଚା ଖଟି କେତେବେଳେ ସିନେମା ତ କେତେବେଳେ ହନୁମାନ୍ ବାଟିକା ଭ୍ରମଣସମ୍ପର୍କ ଥିଲା ହ୍ରୁଦୟର ଏତେ ଗଭୀର କିଏ କହୁଥିଲା ତୁମେ ରାମ ହେଲେ ମୁ଼ଁ ଲଖ୍ମଣ ା ମନେପଡେ ଆଜିବି କଲେଜ୍ ଛକର ସେଇ ରାମୁଭାଇ ଗୁପ୍ ଚୁପ୍ ବାଲାକାହାରି ପକେଟେ ପଇସା ନContinue reading “ହେ ବନ୍ଧୁ”