ମନେପଡେ ଆଜିବି ସେ ଦିନ ବନ୍ଧୁ ମେଳରେ ଆକାଶେ ଉଡୁଥିଲା ମନକେତେ ଖୁସି ଗପ କେତେ ଥଟ୍ଟା ମଜା ଅସମ୍ଭବ କଥାକୁ ବି ଭାବି ଦେଖୁଥିଲେ ଦିବାସ୍ୱପ୍ନ ା କେତେବେଳେ ଚା ଖଟି କେତେବେଳେ ସିନେମା ତ କେତେବେଳେ ହନୁମାନ୍ ବାଟିକା ଭ୍ରମଣସମ୍ପର୍କ ଥିଲା ହ୍ରୁଦୟର ଏତେ ଗଭୀର କିଏ କହୁଥିଲା ତୁମେ ରାମ ହେଲେ ମୁ଼ଁ ଲଖ୍ମଣ ା ମନେପଡେ ଆଜିବି କଲେଜ୍ ଛକର ସେଇ ରାମୁଭାଇ ଗୁପ୍ ଚୁପ୍ ବାଲାକାହାରି ପକେଟେ ପଇସା ନContinue reading “ହେ ବନ୍ଧୁ”