ନୂଆ ଖାଇ ତିହାର୍ ଆସିଛେସବୁ ଆଡ଼େ ନୂଆ ନୂଆ ଲାଗୁଛେ,ନୂଆ ପିନ୍ଧନ୍ ନୂଆ ମନ୍ସତେ ମନ୍ ଟା ଗହକି ଯାଉଛେ lରାଗ୍ ଋଷା ସଭେ ଛାଡ଼ିଗୋଟେ ଠାନେ ବସୁଛନ୍,ଝଗ୍ଡା ଝାଟି ଯେତେ ଥିଲେ ବିଭାଇ ଭାଇ ସାଙ୍ଗେ ମିଶୁଛନ୍ lଘର୍ କେ ଫିରି ଆସିଛେମୋର୍ ପର୍ଦେଶିଆ ଭାଇ,ନୂଆ ତିଆର୍ ମନାମି ବୋଲିପର୍ଦେଶ କେ ଛାଡ଼ିଦେଇ lମାଁ ଗୋ ମୋର୍ ମାଁ ମାଣିକେଶ୍ଵରୀତୋର୍ ପାହା ତଲେ କୋଟି ମୁଡ଼ିଆ,ଇ ବଛର ବି ଖୁସିନେ କଟୁହେଇଥିବୁ ଗୋ ସବୁବେଲେ ସାହାContinue reading “ନୂଆ ଖାଇ ଜୁହାର”