ଜୀବନ କଲମର ସ୍ୟାହି ସରି ସରି ଯାଉଛିରେ ଭାଇନିଜ ଭାଗ୍ୟ ନିଜ ହାତେ ଲେଖ ଆଉ ସମୟ ନାହିଁ ଆଉ ସମୟ ନାହିଁ |ଯାହା କରନା କାହିଁକି ଏ ଦୁନିଆ ତ କହିବକରୁଛ ଯଦି ଏମିତି କର ପ୍ରଶଂସା ସେଇ ଦୁନିଆ ହିଁ କରିବ | ଜନ୍ମ ମୃତ୍ୟୁ ଦୁଇଟି ହିଁ ତ ଏ ମିଛ ସଂସାରେ କଟୁ ସତ୍ୟଜୀବନର ମୂଲ୍ୟ ପାରିଲେ ରଖି ସ୍ୱର୍ଗ ହୋଇଯିବ ଏଇ ମର୍ତ୍ତ୍ୟ |ରାଗ ରୁଷା ଲୋଭ ମୋହରେ ନContinue reading “ଜୀବନ କଲମ”
Tag Archives: ଜୀବନ
ଅଜବ ମଣିଷ
ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲାବଗି ଭିତରେ ଗଲି ପଶି,ଏପଟେ ସେପଟେ କାହା ଆଖିକିଏ ଫୋନ୍ରେ ଯାଉଛି ଗପିତ ଆଉ କିଏ କାଶୁଛିି ବସି | କିନ୍ନର ଆସିଲା ଖାଲି ତାଳି ବଜାଇଲାକିଏ ପାଞ୍ଚ କିଏ ଦଶ ଦେଲାକିନ୍ନର ହାତେ ପଇସା ଗଲା ବରଷି,ନାରୀଠୁ ଅଧିକ ସଜେଇ ହୋଇଚୁମ୍ବକୀୟ କଥା ଓଠରେ କହିବହେ ପଇସା ନେଇଗଲା ହସି | ଏ ତ ଆମ ମଣିଷ ଭାଇକେବେ ଜମା ସୁଧୁରିବ ନାହିଁ,କୋଉଠି ପାନଛେପ ତ କୋଉଠି ବାଦାମ ଚୋପାବଗିContinue reading “ଅଜବ ମଣିଷ”