ହେ ମାଆ

ମାଆ କୋଳ ହିଁ ତ                          ସରଗ ଅଟଇ ଛୁଆ ପାଇଁ,ମାଆର ଅମୂଲ୍ୟ ସ୍ନେହ ତ                           କୋଟି ଟଙ୍କା ବଦଳେ ମିଳଇ ନାହିଁ      | ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ                             ସେ ହିଁ ତ ଅଟଇ ମାଆସନ୍ତାନ ଲାଗି ତା’ ପଣତ କାନି                       ସଦା ସର୍ବଦା ହୁଅଇ ସାହା                | ବଡ଼ ହେଲେ ଯେତେ ହେଉ ପଛେ                           ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,ମାଆ ଅଟଇ ପରା ସ୍ନେହର ଭଣ୍ଡାର                         ତାହାରି ଜୀବନ ତ ଛୁଆରContinue reading “ହେ ମାଆ”

ନାରୀ ସେ ତ ନାରାୟଣୀ

ନାରୀ ସେ ଅଟଇ ମାନବ ରୂପୀ ନାରାୟଣୀକେବେ ଝିଅ କେବେ ଭଗିନୀ କେବେ ସେ ସ୍ନେହମୟୀ ଜନନୀ lନାରୀ ହିଁ ତ ଧୈର୍ଯ୍ୟର ସୀମାହୀନ ସାଗରଉପସ୍ଥିତେ ଯା’ର ସଂସାର ସ୍ଥିତ ତୁଳନା ନାହିଁ ତାହାର ାସେ ହିଁ ତ ମାଁ ସ୍ନେହମୟୀ ଠାକୁରାଣୀଭାଷା କାହିଁ ବର୍ଣିବାକୁ ତା’ର ମମତାର କାହାଣୀ ାଗର୍ଭରୁ ଯା’ର ସାରା ସଂସାର ହୋଇଛି ଜାତତାହାରି ଲାଗି ହିଁ ତ ବଞ୍ଚି ରହିଛି ମାନ ଓ ମହତ ାଝିଅ ରୂପେ ସିଏ ମହକାଇ ଦିଏContinue reading “ନାରୀ ସେ ତ ନାରାୟଣୀ”

Design a site like this with WordPress.com
Get started