ମାଆ କୋଳ ହିଁ ତ ସରଗ ଅଟଇ ଛୁଆ ପାଇଁ,ମାଆର ଅମୂଲ୍ୟ ସ୍ନେହ ତ କୋଟି ଟଙ୍କା ବଦଳେ ମିଳଇ ନାହିଁ | ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ ସେ ହିଁ ତ ଅଟଇ ମାଆସନ୍ତାନ ଲାଗି ତା’ ପଣତ କାନି ସଦା ସର୍ବଦା ହୁଅଇ ସାହା | ବଡ଼ ହେଲେ ଯେତେ ହେଉ ପଛେ ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,ମାଆ ଅଟଇ ପରା ସ୍ନେହର ଭଣ୍ଡାର ତାହାରି ଜୀବନ ତ ଛୁଆରContinue reading “ହେ ମାଆ”
Tag Archives: ଜନନୀ
ନାରୀ ସେ ତ ନାରାୟଣୀ
ନାରୀ ସେ ଅଟଇ ମାନବ ରୂପୀ ନାରାୟଣୀକେବେ ଝିଅ କେବେ ଭଗିନୀ କେବେ ସେ ସ୍ନେହମୟୀ ଜନନୀ lନାରୀ ହିଁ ତ ଧୈର୍ଯ୍ୟର ସୀମାହୀନ ସାଗରଉପସ୍ଥିତେ ଯା’ର ସଂସାର ସ୍ଥିତ ତୁଳନା ନାହିଁ ତାହାର ାସେ ହିଁ ତ ମାଁ ସ୍ନେହମୟୀ ଠାକୁରାଣୀଭାଷା କାହିଁ ବର୍ଣିବାକୁ ତା’ର ମମତାର କାହାଣୀ ାଗର୍ଭରୁ ଯା’ର ସାରା ସଂସାର ହୋଇଛି ଜାତତାହାରି ଲାଗି ହିଁ ତ ବଞ୍ଚି ରହିଛି ମାନ ଓ ମହତ ାଝିଅ ରୂପେ ସିଏ ମହକାଇ ଦିଏContinue reading “ନାରୀ ସେ ତ ନାରାୟଣୀ”