ଏଇ ତ ମହାମାରୀ କରୋନା ଯା’ଠୁ କେତେ ଶିକ୍ଷା ଶିଖୁଛି ଏ ଦୁନିଆଭାରତ ଜାପାନ୍ ନା କେନିଆ ଆଉ ମଧ୍ୟ ଶିଖୁଛି ତା ବାପା ଚାଇନା ା ଆଧୁନିକ ଯୁଗର ମଣିଷ ଏତେ ଯେ ବ୍ୟସ୍ତ ବିବ୍ରତନିଜ ଚେହେରା ଟିକେ ଦେଖିବାକୁ ଆଇନା ବି ଧରିପାରୁନି ତ ା କରୋନା ଆସିଲା କରୋନା ଆସିଲା ଗୋଡ଼ ହାତ ମୁଁହ ଧୋଇବା ଶିଖାଇଲାଅତର ପାଉଡର୍ ଧରିବା ଛାଡ଼ି ପକେଟେ ସାନିଟାଇଜର୍ ଧରିବା ମଣିଷ ଶିଖିଲା ା କି ସ୍ଟାଇଲି Continue reading “ଶିଖାଇଲା କରୋନା”