ହେ ରାକ୍ଷୀ

ହେ ରାକ୍ଷୀ  ହେ ରାକ୍ଷୀ ହେ ରାକ୍ଷୀ              ତୁମେ ତ ପବିତ୍ର ବନ୍ଧନର ଖିଅକାହିଁ କେତେ ଆଦିମ କାଳରୁ             ଛୁଟାଇଛ ସଂସାରେ ଉତ୍ସାହ ଆନନ୍ଦର ସୁଅ। ତୁମ ନାମ ଶୁଣିଲେ ମନେ ପଡ଼ିଯାଏ           ଭାଇ ଭଉଣୀଙ୍କ ଅତୁଟ ସ୍ନେହର ସଂପର୍କଯେତେ ଦୁରେ ଥିଲେ ବି ଭାଇ           ସୁଙ୍ଘିପାରେ ଭଉଣୀ ରାକ୍ଷୀର ମହକ।  ହେ ରାକ୍ଷୀ ତୁମ ଏ ବର୍ଷ ଉତ୍ସବେ       ଅଭିନନ୍ଦନ ଜଣାଉଛି ସଭିଙ୍କୁ ମୁଁ ଦୟାନିଧିପ୍ରତିବର୍ଷ ପରି ଏ ବର୍ଷ ବି ଆଣିଦିଅ               ସ୍ନେହ ଶ୍ରଦ୍ଧାContinue reading “ହେ ରାକ୍ଷୀ”

ମିଛ ଆଶା(ଦୟାନିଧି ବଗର୍ତ୍ତୀ)

ମନରେ ଏକ ଆଶା ଦେଇଗୋଲାପୀ ସାଲୱାର୍ ରେ ସଜେଇ  ହୋଇ                     ଫୋଟୋଟେ ଦେବି କହିଥିଲତିନିଦିନ ବିତିଗଲାଫଟୋ ପାଇବା ଆଶା ମଉଳିଲା                   ମିଛ ହେଲା ସିନା କଥା ରଖି ନ ପାରିଲ।ଜବରଦସ୍ତି ଫଟୋ ମାଗିବିନିଦେଲନି କାହିଁକି କହିବିନି                   ମାନୁଛି ଭୁଲିଯାଇଥିବ ତୁମେବନ୍ଧୁ ବୋଲି ଯଦି ଭାବୁଥିବମନର ଭାବନାକୁ ଯଦି ବୁଝୁଥିବ                    କାରଣ ଦର୍ଶାଇବ   ତୁମେ।ହୃଦୟ ମୋର ସର୍ବଦା ଖୋଲାହୃଦୟର ଭାଷାକୁ ମନ କରେ ଢିଲା                   ଭାବନାକୁ ସଦା ପ୍ରକାଶ କରେ। ଏ ପୁଣି ବନ୍ଧୁତ୍ଵର ଭାବନାଯା ପାଇଁ  ଏତିକି କାମନା       Continue reading “ମିଛ ଆଶା(ଦୟାନିଧି ବଗର୍ତ୍ତୀ)”

Create your own website, free on WordPress.com.Create your own website.
Start free