Category Archives: Uncategorized
କେଂତା ଭୁଲି ଯିମା
ହେ ରାକ୍ଷୀ
ହେ ରାକ୍ଷୀ ହେ ରାକ୍ଷୀ ହେ ରାକ୍ଷୀ ତୁମେ ତ ପବିତ୍ର ବନ୍ଧନର ଖିଅକାହିଁ କେତେ ଆଦିମ କାଳରୁ ଛୁଟାଇଛ ସଂସାରେ ଉତ୍ସାହ ଆନନ୍ଦର ସୁଅ। ତୁମ ନାମ ଶୁଣିଲେ ମନେ ପଡ଼ିଯାଏ ଭାଇ ଭଉଣୀଙ୍କ ଅତୁଟ ସ୍ନେହର ସଂପର୍କଯେତେ ଦୁରେ ଥିଲେ ବି ଭାଇ ସୁଙ୍ଘିପାରେ ଭଉଣୀ ରାକ୍ଷୀର ମହକ। ହେ ରାକ୍ଷୀ ତୁମ ଏ ବର୍ଷ ଉତ୍ସବେ ଅଭିନନ୍ଦନ ଜଣାଉଛି ସଭିଙ୍କୁ ମୁଁ ଦୟାନିଧିପ୍ରତିବର୍ଷ ପରି ଏ ବର୍ଷ ବି ଆଣିଦିଅ ସ୍ନେହ ଶ୍ରଦ୍ଧାContinue reading “ହେ ରାକ୍ଷୀ”
ମିଛ ଆଶା(ଦୟାନିଧି ବଗର୍ତ୍ତୀ)
ମନରେ ଏକ ଆଶା ଦେଇଗୋଲାପୀ ସାଲୱାର୍ ରେ ସଜେଇ ହୋଇ ଫୋଟୋଟେ ଦେବି କହିଥିଲତିନିଦିନ ବିତିଗଲାଫଟୋ ପାଇବା ଆଶା ମଉଳିଲା ମିଛ ହେଲା ସିନା କଥା ରଖି ନ ପାରିଲ।ଜବରଦସ୍ତି ଫଟୋ ମାଗିବିନିଦେଲନି କାହିଁକି କହିବିନି ମାନୁଛି ଭୁଲିଯାଇଥିବ ତୁମେବନ୍ଧୁ ବୋଲି ଯଦି ଭାବୁଥିବମନର ଭାବନାକୁ ଯଦି ବୁଝୁଥିବ କାରଣ ଦର୍ଶାଇବ ତୁମେ।ହୃଦୟ ମୋର ସର୍ବଦା ଖୋଲାହୃଦୟର ଭାଷାକୁ ମନ କରେ ଢିଲା ଭାବନାକୁ ସଦା ପ୍ରକାଶ କରେ। ଏ ପୁଣି ବନ୍ଧୁତ୍ଵର ଭାବନାଯା ପାଇଁ ଏତିକି କାମନା Continue reading “ମିଛ ଆଶା(ଦୟାନିଧି ବଗର୍ତ୍ତୀ)”
ରାକ୍ଷୀ ପବିତ୍ର ବନ୍ଧନ
ଜୀବନ ପାଣି ଫୋଟକା
Corona Kansha
The Journey Begins
Thanks for joining me! Good company in a journey makes the way seem shorter. — Izaak Walton