ଏଇଟା ବୋଧେ ଭାଗ୍ୟ

କେଉଁ କାଳରୁ ଆସିଛି ରହି           ସେ ଦୁଇ ଧାଡ଼ିର କଥନକପାଳ ଲିଖନ କେ କରିବ ଆନଯେତେ ଆଶା କଲେ କଣ ହେବଖଟା ହୋଇଯାଏ ଆଶାବାଦୀର ମନ।  କାହା ଆଶା କଣ ଆଶାବାଦୀକୁ ହିଁ ଜଣାକେଉଁଠି ପ୍ରେମର ଜୟଗାନ ତକେଉଁଠି ପ୍ରେମର ପ୍ରତାରଣା।  ତୁମର ମନ ଅଛି                 ତୁମର ଆଶାଟେ ଥିବମୋର ମନ ଅଛି                ମୋର ବି ଆଶାଟେ ଥିବହେଲେ କାହା ଆଶା କଣ               ଅନ୍ୟ ଜଣେ କେମିତି ବୁଝିବ।  ମନେ ମୋର ଯେଉଁContinue reading “ଏଇଟା ବୋଧେ ଭାଗ୍ୟ”

ହେ ରାକ୍ଷୀ

ହେ ରାକ୍ଷୀ  ହେ ରାକ୍ଷୀ ହେ ରାକ୍ଷୀ              ତୁମେ ତ ପବିତ୍ର ବନ୍ଧନର ଖିଅକାହିଁ କେତେ ଆଦିମ କାଳରୁ             ଛୁଟାଇଛ ସଂସାରେ ଉତ୍ସାହ ଆନନ୍ଦର ସୁଅ। ତୁମ ନାମ ଶୁଣିଲେ ମନେ ପଡ଼ିଯାଏ           ଭାଇ ଭଉଣୀଙ୍କ ଅତୁଟ ସ୍ନେହର ସଂପର୍କଯେତେ ଦୁରେ ଥିଲେ ବି ଭାଇ           ସୁଙ୍ଘିପାରେ ଭଉଣୀ ରାକ୍ଷୀର ମହକ।  ହେ ରାକ୍ଷୀ ତୁମ ଏ ବର୍ଷ ଉତ୍ସବେ       ଅଭିନନ୍ଦନ ଜଣାଉଛି ସଭିଙ୍କୁ ମୁଁ ଦୟାନିଧିପ୍ରତିବର୍ଷ ପରି ଏ ବର୍ଷ ବି ଆଣିଦିଅ               ସ୍ନେହ ଶ୍ରଦ୍ଧାContinue reading “ହେ ରାକ୍ଷୀ”

ମିଛ ଆଶା(ଦୟାନିଧି ବଗର୍ତ୍ତୀ)

ମନରେ ଏକ ଆଶା ଦେଇଗୋଲାପୀ ସାଲୱାର୍ ରେ ସଜେଇ  ହୋଇ                     ଫୋଟୋଟେ ଦେବି କହିଥିଲତିନିଦିନ ବିତିଗଲାଫଟୋ ପାଇବା ଆଶା ମଉଳିଲା                   ମିଛ ହେଲା ସିନା କଥା ରଖି ନ ପାରିଲ।ଜବରଦସ୍ତି ଫଟୋ ମାଗିବିନିଦେଲନି କାହିଁକି କହିବିନି                   ମାନୁଛି ଭୁଲିଯାଇଥିବ ତୁମେବନ୍ଧୁ ବୋଲି ଯଦି ଭାବୁଥିବମନର ଭାବନାକୁ ଯଦି ବୁଝୁଥିବ                    କାରଣ ଦର୍ଶାଇବ   ତୁମେ।ହୃଦୟ ମୋର ସର୍ବଦା ଖୋଲାହୃଦୟର ଭାଷାକୁ ମନ କରେ ଢିଲା                   ଭାବନାକୁ ସଦା ପ୍ରକାଶ କରେ। ଏ ପୁଣି ବନ୍ଧୁତ୍ଵର ଭାବନାଯା ପାଇଁ  ଏତିକି କାମନା       Continue reading “ମିଛ ଆଶା(ଦୟାନିଧି ବଗର୍ତ୍ତୀ)”

Design a site like this with WordPress.com
Get started