ଅଜବ ମଣିଷ

ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲାବଗି ଭିତରେ ଗଲି ପଶି,ଏପଟେ ସେପଟେ କାହା ଆଖିକିଏ ଫୋନ୍ରେ ଯାଉଛି ଗପିତ ଆଉ କିଏ କାଶୁଛିି ବସି | କିନ୍ନର ଆସିଲା ଖାଲି ତାଳି ବଜାଇଲାକିଏ ପାଞ୍ଚ କିଏ ଦଶ ଦେଲାକିନ୍ନର ହାତେ ପଇସା ଗଲା ବରଷି,ନାରୀଠୁ ଅଧିକ ସଜେଇ ହୋଇଚୁମ୍ବକୀୟ କଥା ଓଠରେ କହିବହେ ପଇସା ନେଇଗଲା ହସି | ଏ ତ ଆମ ମଣିଷ ଭାଇକେବେ ଜମା ସୁଧୁରିବ ନାହିଁ,କୋଉଠି ପାନଛେପ ତ କୋଉଠି ବାଦାମ ଚୋପାବଗିContinue reading “ଅଜବ ମଣିଷ”

ନାରୀ ସେ ତ ନାରାୟଣୀ

ନାରୀ ସେ ଅଟଇ ମାନବ ରୂପୀ ନାରାୟଣୀକେବେ ଝିଅ କେବେ ଭଗିନୀ କେବେ ସେ ସ୍ନେହମୟୀ ଜନନୀ lନାରୀ ହିଁ ତ ଧୈର୍ଯ୍ୟର ସୀମାହୀନ ସାଗରଉପସ୍ଥିତେ ଯା’ର ସଂସାର ସ୍ଥିତ ତୁଳନା ନାହିଁ ତାହାର ାସେ ହିଁ ତ ମାଁ ସ୍ନେହମୟୀ ଠାକୁରାଣୀଭାଷା କାହିଁ ବର୍ଣିବାକୁ ତା’ର ମମତାର କାହାଣୀ ାଗର୍ଭରୁ ଯା’ର ସାରା ସଂସାର ହୋଇଛି ଜାତତାହାରି ଲାଗି ହିଁ ତ ବଞ୍ଚି ରହିଛି ମାନ ଓ ମହତ ାଝିଅ ରୂପେ ସିଏ ମହକାଇ ଦିଏContinue reading “ନାରୀ ସେ ତ ନାରାୟଣୀ”

ଶିଖାଇଲା କରୋନା

ଏଇ ତ ମହାମାରୀ କରୋନା      ଯା’ଠୁ କେତେ ଶିକ୍ଷା ଶିଖୁଛି ଏ ଦୁନିଆଭାରତ ଜାପାନ୍ ନା କେନିଆ       ଆଉ ମଧ୍ୟ ଶିଖୁଛି ତା ବାପା ଚାଇନା   ା ଆଧୁନିକ ଯୁଗର ମଣିଷ                    ଏତେ ଯେ ବ୍ୟସ୍ତ ବିବ୍ରତନିଜ ଚେହେରା ଟିକେ ଦେଖିବାକୁ                ଆଇନା  ବି  ଧରିପାରୁନି ତ     ା କରୋନା ଆସିଲା କରୋନା  ଆସିଲା           ଗୋଡ଼  ହାତ ମୁଁହ ଧୋଇବା  ଶିଖାଇଲାଅତର  ପାଉଡର୍  ଧରିବା  ଛାଡ଼ି     ପକେଟେ ସାନିଟାଇଜର୍  ଧରିବା  ମଣିଷ ଶିଖିଲା    ା କି ସ୍ଟାଇଲି Continue reading “ଶିଖାଇଲା କରୋନା”

ହେ ବନ୍ଧୁ

ମନେପଡେ ଆଜିବି  ସେ ଦିନ         ବନ୍ଧୁ ମେଳରେ ଆକାଶେ ଉଡୁଥିଲା ମନକେତେ ଖୁସି ଗପ  କେତେ ଥଟ୍ଟା ମଜା       ଅସମ୍ଭବ କଥାକୁ ବି ଭାବି ଦେଖୁଥିଲେ ଦିବାସ୍ୱପ୍ନ   ା କେତେବେଳେ ଚା ଖଟି  କେତେବେଳେ ସିନେମା           ତ କେତେବେଳେ ହନୁମାନ୍ ବାଟିକା ଭ୍ରମଣସମ୍ପର୍କ ଥିଲା ହ୍ରୁଦୟର ଏତେ ଗଭୀର          କିଏ କହୁଥିଲା ତୁମେ ରାମ ହେଲେ ମୁ଼ଁ ଲଖ୍ମଣ  ା ମନେପଡେ ଆଜିବି କଲେଜ୍ ଛକର            ସେଇ ରାମୁଭାଇ  ଗୁପ୍ ଚୁପ୍ ବାଲାକାହାରି ପକେଟେ ପଇସା ନContinue reading “ହେ ବନ୍ଧୁ”

Design a site like this with WordPress.com
Get started