ଭ୍ରାତୃତ୍ବ ଭାବନା

ଏକ ନଭ ତଳେ ହୃଦୟ ଧାରୀ ଆମେ                            ସହୃଦୟେ ଜୀବନ ବିତେଇବା,ଭିନ୍ନ ମା ଗର୍ଭୁ ହେଲେହେଁ ଜାତ                            ସର୍ବତ୍ର ଭ୍ରାତୃତ୍ଵ ଜ୍ୟୋତି ଜଳେଇବା  ।ଏଇ ଧରା ହିଁ ତ ମାଆ                             ଆମେ ସଭିଏଁ ତାରି ଛୁଆପ୍ରତି ହୃଦ୍ ସ୍ପନ୍ଦନେ ଲାଗିଥାଉ                               ସଦା ଭ୍ରାତୃତ୍ଵ ଭାବର ନିଆଁ ।ଲାଭ କ୍ଷତିର ହିସାବ ତ                              ଖାଲି ଚାଲିଅଛି ଏଇଠିସେବା ମନୋଭାବ ପରୋପକାର                           କୁହ ଦେଖିବାକୁ ମିଳୁଛି କେଉଁଠି  ।ଗର୍ବ ଅହଙ୍କାର ପୁଣି ହିଂସା                             ସର୍ବତ୍ର ଲୋଭContinue reading “ଭ୍ରାତୃତ୍ବ ଭାବନା”

ସତରେ କ’ଣ ଏ ସ୍ଵାଧୀନ ଭାରତ

ସତରେ କ’ଣ ଏ ସ୍ଵାଧୀନ ଭାରତ                ବ୍ରିଟିଶ୍ ମୋ ଭୂମି ଛାଡ଼ିଲା               ସତସ୍ତରି ବର୍ଷ ଯେ ବିତିଲା        ସ୍ବାଧୀନତାର ସ୍ଵାଦ କିଏ ଚାଖିଚି କୁହତ       ସତରେ କ’ଣ ଏ ସ୍ଵାଧୀନ ଭାରତ   ।କଣ ସ୍ଵାଧୀନତା ଏକ ଅଭିନୟ ମାତ୍ର                ଯେଉଁଠି ମିଳିବନି ଉଚିତ୍ ନ୍ୟାୟ                 ସବୁଠି ବିଦ୍ୟମାନ ଦୁର୍ନୀତି ପ୍ରାୟ       କଣ ଇଏ ଗାନ୍ଧୀଙ୍କ ରାମରାଜ୍ୟ ଭାରତ          ସତରେ କ’ଣ ଏ ସ୍ବାଧୀନ ଭାରତ   । କୁହ କେତେଦିନ ଆଉ ଏ ଦେଶ ଦେଖିବ                  ନିରୀହContinue reading “ସତରେ କ’ଣ ଏ ସ୍ଵାଧୀନ ଭାରତ”

Happy Friendship Day

Dayanidhi’s heart finds home in friends so dear,A sense of belonging, always near. In times of joy, in times of woe,Friends are the ones who make our hearts glow. With every laugh, with every tear,Friends are the ones who banish our fear. Through life’s ups and downs, they stand by our side,A constant presence, aContinue reading “Happy Friendship Day”

बूंदों की बौछार

बूंदों की बौछार में जब सावन आता है, धरती की हरियाली से मन खिल जाता है। बादलों की गड़गड़ाहट, बिजली का खेल, मन में उमंग और दिल में नया मेल। बारिश की बूंदें जैसे मोती की माला, धरती पे बिछती, हर ओर खुशी का उजाला। पर्वत और नदियाँ भी झूम उठते हैं, बरसात की इसContinue reading “बूंदों की बौछार”

तुम मेरी नई दुनिया हो

यहाँ हिंदी में एक गाना है: तुम मेरी नई दुनिया होतुम मेरी जान होतुम्हारे बिना मैं कुछ नहीं हूँतुम मेरी पहचान हो तुम्हारी आँखों में मैंने देखा हैएक नया जहाँतुम्हारी मुस्कान में मेरा दिल खो जाता है तुम्हारी आवाज़ में मैंने सुना हैएक मधुर गीततुम्हारे साथ में मैंने महसूस किया हैएक नया मीत हमारी प्रेमContinue reading “तुम मेरी नई दुनिया हो”

ନୂଆ ଖାଇ ଜୁହାର

ନୂଆ ଖାଇ ତିହାର୍ ଆସିଛେସବୁ ଆଡ଼େ ନୂଆ ନୂଆ ଲାଗୁଛେ,ନୂଆ ପିନ୍ଧନ୍ ନୂଆ ମନ୍ସତେ ମନ୍ ଟା ଗହକି ଯାଉଛେ lରାଗ୍ ଋଷା ସଭେ ଛାଡ଼ିଗୋଟେ ଠାନେ ବସୁଛନ୍,ଝଗ୍ଡା ଝାଟି ଯେତେ ଥିଲେ ବିଭାଇ ଭାଇ ସାଙ୍ଗେ ମିଶୁଛନ୍ lଘର୍ କେ ଫିରି ଆସିଛେମୋର୍ ପର୍ଦେଶିଆ ଭାଇ,ନୂଆ ତିଆର୍ ମନାମି ବୋଲିପର୍ଦେଶ କେ ଛାଡ଼ିଦେଇ lମାଁ ଗୋ ମୋର୍ ମାଁ ମାଣିକେଶ୍ଵରୀତୋର୍ ପାହା ତଲେ କୋଟି ମୁଡ଼ିଆ,ଇ ବଛର ବି ଖୁସିନେ କଟୁହେଇଥିବୁ ଗୋ ସବୁବେଲେ ସାହାContinue reading “ନୂଆ ଖାଇ ଜୁହାର”

ବନ୍ଧୁ ଓ ବନ୍ଧୁତ୍ୱ (ଦୟାନିଧି ବଗର୍ତ୍ତୀ)

ବନ୍ଧୁ  ଶବ୍ଦଟିଏ ଏତ ବିଶ୍ଵାସରବନ୍ଧୁ ଶବ୍ଦଟିଏ ଏତ  ଶୁଦ୍ଧ ସଂପର୍କରସ୍ୱାର୍ଥପର ପ୍ରେମଠୁ ବଳିକି ପବିତ୍ର ବନ୍ଧୁତ୍ବଯା’ ପାଖେ ଅଛି ପ୍ରକୃତ ଧନୀ ସିଏତବନ୍ଧୁ ସେତ ଶବ୍ଦଟିଏ ଆଶା ଓ ଭରସାର     l ଜନ୍ମ ସିନା ନିର୍ଣ୍ଣୟ କରିନିଏବାପା କିଏ ମାଆ କିଏ ପୁଣି ଭାଇ କିଏଜୀବନେ ବନ୍ଧୁ ହୋଇଯାଏ କିଏ ଜଣେ ଅଜଣାଦେବାକୁ ପଡେନି ଲାଞ୍ଚର ଖଜଣାଯିଏ ଭାବରେ ଭାବରେ ବନ୍ଧା ହୁଏହଁ ସେ ହିଁ ତ ବହୁମୂଲ୍ୟ ବନ୍ଧୁଟିଏ        l ଏ ଦୁନିଆ ଜାଣିଛିକୃଷ୍ଣ ସୁଦାମାଙ୍କContinue reading “ବନ୍ଧୁ ଓ ବନ୍ଧୁତ୍ୱ (ଦୟାନିଧି ବଗର୍ତ୍ତୀ)”

ଜୟ ଶ୍ରୀ ରାମ

ରାମ ରାମ ରାମ ହୋଇପାରେ ଖାଲି ଦୁଇ ଅକ୍ଷରର ନାମ,ଜପିଲେ ସେ ରାମ ନାମ ହୃଦୟେ ହୁଅଇ ଶାନ୍ତିର ଆଗମନ l ସେ ହରି ଚକ୍ରଧାରୀ ମାନବ ରୂପେ ଅବତରିଲେ,ସତ୍ୟ ଧର୍ମ ନ୍ୟାୟର ପଥ ଏ ଦୁନିଆକୁ ଶିଖାଇଗଲେ l ପାଳିବାକୁ ପିତୃ ସତ୍ୟ କେତେ ଯେ କଷ୍ଟ ସହିଗଲେପୁଣି ନିଷ୍ପାପ ଭ୍ରାତୃତ୍ୱ ଓ ବନ୍ଧୁତ୍ୱ ଏ ଜଗତକୁ ଦେଖାଇଗଲେ l ଧନ୍ୟ ଏ ଭାରତ ଭୂମି ଯହିଁ ପ୍ରଭୁ ରାମଙ୍କ ଜନମ, ପ୍ରତି ଧୂଳିକଣା ଗାଏContinue reading “ଜୟ ଶ୍ରୀ ରାମ”

ଜୀବନ କଲମ

ଜୀବନ କଲମର ସ୍ୟାହି                              ସରି ସରି ଯାଉଛିରେ ଭାଇନିଜ ଭାଗ୍ୟ ନିଜ ହାତେ ଲେଖ                           ଆଉ ସମୟ ନାହିଁ  ଆଉ ସମୟ ନାହିଁ     |ଯାହା କରନା କାହିଁକି                           ଏ ଦୁନିଆ ତ କହିବକରୁଛ ଯଦି ଏମିତି କର                     ପ୍ରଶଂସା ସେଇ ଦୁନିଆ ହିଁ କରିବ             | ଜନ୍ମ ମୃତ୍ୟୁ ଦୁଇଟି ହିଁ ତ                         ଏ ମିଛ ସଂସାରେ କଟୁ ସତ୍ୟଜୀବନର ମୂଲ୍ୟ ପାରିଲେ ରଖି                 ସ୍ୱର୍ଗ ହୋଇଯିବ ଏଇ ମର୍ତ୍ତ୍ୟ                   |ରାଗ ରୁଷା ଲୋଭ ମୋହରେ                                 ନContinue reading “ଜୀବନ କଲମ”

ହେ ମାଆ

ମାଆ କୋଳ ହିଁ ତ                          ସରଗ ଅଟଇ ଛୁଆ ପାଇଁ,ମାଆର ଅମୂଲ୍ୟ ସ୍ନେହ ତ                           କୋଟି ଟଙ୍କା ବଦଳେ ମିଳଇ ନାହିଁ      | ସନ୍ତାନଠୁ ଯା’ର କିଛି ଲୋଡ଼ା ନାହିଁ                             ସେ ହିଁ ତ ଅଟଇ ମାଆସନ୍ତାନ ଲାଗି ତା’ ପଣତ କାନି                       ସଦା ସର୍ବଦା ହୁଅଇ ସାହା                | ବଡ଼ ହେଲେ ଯେତେ ହେଉ ପଛେ                           ପୁଅ ତ ଅବୋଧ ଶିଶୁଟିଏ ମାଆ ପାଇଁ,ମାଆ ଅଟଇ ପରା ସ୍ନେହର ଭଣ୍ଡାର                         ତାହାରି ଜୀବନ ତ ଛୁଆରContinue reading “ହେ ମାଆ”

Design a site like this with WordPress.com
Get started